ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖୋ ଖୋ ବିଶ୍ୱକପ୍ ଜିତିଥିବାରୁ ଭାରତୀୟ ପୁରୁଷ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 JAN 2025 11:05PM by PIB Bhubaneswar
ସେମାନଙ୍କର ଧୈର୍ଯ୍ୟ ଏବଂ ସମର୍ପଣକୁ ପ୍ରଶଂସନୀୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୋ ଖୋ ବିଶ୍ୱକପ୍ ଜିତିଥିବା ଭାରତୀୟ ପୁରୁଷ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସେ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି :
"ଭାରତୀୟ ଖୋ ଖୋ ପାଇଁ ଆଜି ଏକ ମହାନ ଦିନ।’’
ଖୋ ଖୋ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଭାରତୀୟ ପୁରୁଷ ଖୋ ଖୋ ଦଳ ପାଇଁ ଅବିଶ୍ୱସନୀୟ ଭାବେ ଗର୍ବିତ। ସେମାନଙ୍କର ଧୈର୍ଯ୍ୟ ଏବଂ ସମର୍ପଣ ପ୍ରଶଂସନୀୟ। ଏହି ବିଜୟ ଯୁବକମାନଙ୍କ ମଧ୍ୟରେ ଖୋ ଖୋ କୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ହେବ।
HS
(ରିଲିଜ ଆଡି: 2158798)
ପରିଦର୍ଶକ କାଉଣ୍ଟର : 18
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam