ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଶନ ସ୍କଟ୍ ର ସଫଳତାରେ ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ଦିଗନ୍ତରାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 JAN 2025 11:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଶନ ସ୍କଟ୍ ର ସଫଳତାରେ ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ଦିଗନ୍ତରାକୁ ପ୍ରଶଂସା କରିଛନ୍ତି। ସେ କହିଥିଲେ ଯେ ମହାକାଶ ପରିସ୍ଥିତିଗତ ସଚେତନତା ବୃଦ୍ଧି ଦିଗରେ ଭାରତୀୟ ମହାକାଶ ଉଦ୍ୟୋଗର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ।
'ଏକ୍ସ "ରେ ଦିଗନ୍ତରାଙ୍କ ଏକ ପୋଷ୍ଟ୍ର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
"ମିଶନ ସ୍କଟ୍ ର ସଫଳତା ପାଇଁ ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ଦିଗନ୍ତରା କୁ ଅଭିନନ୍ଦନ। ମହାକାଶ ପରିସ୍ଥିତିଗତ ସଚେତନତା ବୃଦ୍ଧି ଦିଗରେ ବଢୁଥିବା ଭାରତୀୟ ମହାକାଶ ଉଦ୍ୟୋଗର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ।
HS
(ରିଲିଜ ଆଡି: 2158796)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
Assamese
,
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam