ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 02 JUN 2025 9:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଏହି  ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଜାତୀୟ ପ୍ରଗତିରେ ଏହି ରାଜ୍ୟ ବ୍ୟାପକ ଯୋଗଦାନ ପାଇଁ ପରିଚିତ। ଗତ ଏକ ଦଶନ୍ଧି ଧରି, ଏନଡିଏ ସରକାର ରାଜ୍ୟବାସୀଙ୍କ ପାଇଁ 'ସହଜ ଜୀବନଯାପନ'କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି’’, ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ତେଲଙ୍ଗାନାଲୋକଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା। ଏହି ରାଜ୍ୟ ଜାତୀୟ ପ୍ରଗତିରେ ବ୍ୟାପକ ଯୋଗଦାନ ପାଇଁ ପରିଚିତ ଗତ ଏକ ଦଶନ୍ଧି ଧରି, ଏନଡିଏ ସରକାର ରାଜ୍ୟବାସୀଙ୍କ ପାଇଁ 'ସହଜ ଜୀବନଯାପନ'କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟବାସୀ ସଫଳତା ଏବଂ ସମୃଦ୍ଧିର ଆଶୀର୍ବାଦ ପାଆନ୍ତୁ।’’

***

PS

 

 


(रिलीज़ आईडी: 2158786) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam