ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭୯ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 15 AUG 2025 7:26PM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା ପାଇଁ ବିଶ୍ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି 

ମରିସସର ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀକହିଛନ୍ତି;

ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ରାମଗୁଲାମଆମ ସ୍ୱାଧୀନତାଦିବସ ଅବସରରେ ଆପଣଙ୍କ ହାର୍ଦ୍ଦିକ ଶୁଭକାମନା ପାଇଁକୃତଜ୍ଞ  ଦୁଇ ଦେଶର ଲୋକମାନଙ୍କର ପ୍ରଗତିସମୃଦ୍ଧି ଏବଂଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମରିସସ ସର୍ବଦା ଏକ ରଣନୈତିକଏବଂ ବିଶ୍ୱସ୍ତ ସହଯୋଗୀ ହୋଇ ରହିବ 

ମାଳଦ୍ୱୀପ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତରରେ ଶ୍ରୀମୋଦୀ କହିଛନ୍ତି;

ରାଷ୍ଟ୍ରପତି ମୁଇଜ୍ଜୁଆପଣଙ୍କ ହାର୍ଦ୍ଦିକ ଶୁଭକାମନା ପାଇଁଧନ୍ୟବାଦ  ମାଳଦ୍ୱୀପ ଆମର ଜନସାଧାରଣ ଏବଂ କ୍ଷେତ୍ରପାଇଁ ଶାନ୍ତିପ୍ରଗତି ଏବଂ ସମୃଦ୍ଧିର ସହଭାଗୀ ଦୃଷ୍ଟିକୋଣରେଏକ ମୂଲ୍ୟବାନ ପଡୋଶୀ ଏବଂ ନିକଟତମ ସହଯୋଗୀ 

ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୋର ବନ୍ଧୁ ରାଷ୍ଟ୍ରପତି ମ୍ୟାକ୍ରନଭାରତର ସ୍ୱାଧୀନତାଦିବସରେ ଆପଣଙ୍କ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଆମେ ଆମର ରଣନୈତିକ ସହଭାଗିତାକୁ ଗୁରୁତ୍ ଦେଉଛୁଏବଂ ଆମ ଲୋକଙ୍କ ଭଲ ପାଇଁ ଏହାକୁ ଆହୁରି ଗଭୀରକରିବାକୁ ପ୍ରତିବଦ୍ଧ ଅଛୁ 

ଭୁଟାନର ପ୍ରଧାନମନ୍ତ୍ରୀ ଟ୍ୱିଟର ଉତ୍ତର ଦେଇ ଶ୍ରୀ ମୋଦୀକହିଛନ୍ତି;

ଭାରତର ସ୍ୱାଧୀନତା ଦିବସରେ ଶୁଭେଚ୍ଛା ପାଇଁ ମୁଁପ୍ରଧାନମନ୍ତ୍ରୀ ଟୋବଗେଙ୍କୁ ଧନ୍ୟବାଦ ଜଣାଉଛି  ଆଗାମୀସମୟରେ ଆମ ଦେଶମାନଙ୍କ ମଧ୍ୟରେ ବନ୍ଧୁତାର ବନ୍ଧନଆହୁରି ମଜବୁତ ହେଉଏହା ମୁଁ କାମନା କରୁଛି 

 

SR

 


(Release ID: 2157155) Visitor Counter : 6