ପୋଷ୍ଟ କରାଯିବା ଦିନାଙ୍କ:
15 AUG 2025 12:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କାଶ୍ମୀରରଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଉମରଅବଦୁଲ୍ଲାଙ୍କ ସହ କିସ୍ତୱାରରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ ଏବଂମୁଖ୍ୟମନ୍ତ୍ରୀ ଶ୍ରୀ ଉମର ଅବଦୁଲ୍ଲା ଜୀଙ୍କ ସହ କଥା ହେଲି ।କିସ୍ତୱାରରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁ ଉପୁଜିଥିବା ପରିସ୍ଥିତିସମ୍ପର୍କରେ ଆଲୋଚନା କଲି । ପ୍ରଭାବିତମାନଙ୍କୁ ସହାୟତା ପାଇଁସ୍ଥାନୀୟ ପ୍ରଶାସନ ପ୍ରଚେଷ୍ଟା ଜାରି ରଖିଛି ।
@OfficeOfLGJandK
@OmarAbdullaH ”
SR