ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବା ଉପଲବ୍ଧତାକୁ କିପରି ପରିବର୍ତ୍ତନ କରିପାରିଛି ସେ ବିଷୟରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 AUG 2025 12:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ କିପରି ପରିବର୍ତ୍ତନ କରିପାରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଲେଖା ଶେୟାର କରିଛନ୍ତି । ଏହି ଯୋଜନା ବ୍ୟାଙ୍କ ସେବାକୁ ଉପଯୋଗ କରୁଥିବା ଏବଂ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି । ଏଥିସହ ଏହା ସମ୍ମାନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସମାବେଶୀକୁ ପ୍ରୋତ୍ସାହିତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପିଏମ୍‌ଓ ଇଣ୍ଡିଆ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି;

“ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅତି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ ପରିବର୍ତ୍ତନ କରିଛି । ଏହି ଯୋଜନା ବ୍ୟାଙ୍କରେ ଖାତା ଥିବା ଏବଂ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ସହ ସମ୍ମାନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସମାବେଶୀକୁ ପ୍ରୋତ୍ସାହିତ କରିଛି ।

ହିମାନି ସୁଦ୍‌ଙ୍କ ଦ୍ୱାରା ଲିଖିତ ଏହି ଅନ୍ତଦୃଷ୍ଟିପୂର୍ଣ୍ଣ ଲେଖାକୁ ନିଶ୍ଚୟ ପଢ଼ନ୍ତୁ ।”

 

SR


(रिलीज़ आईडी: 2152472) आगंतुक पटल : 21
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali-TR , Bengali , Assamese , Manipuri , Punjabi , Gujarati , Tamil , Kannada , Malayalam