ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ୨୦୨୫ ରେ ନିଜର ସମ୍ବୋଧନ ପାଇଁ ଜନସାଧାରଣଙ୍କୁ ଚିନ୍ତାଧାରା ସେୟାର କରିବାକୁ ଆହ୍ୱାନ କଲେ
Posted On:
01 AUG 2025 8:52AM by PIB Bhubaneshwar
ଭାରତ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପ୍ରସ୍ତୁତି କରୁଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେବାକୁ ଥିବା ନିଜର ସମ୍ବୋଧନ ପାଇଁ ସମସ୍ତ ଜନସାଧାରଣ ଚିନ୍ତାଧାରା ଓ ଭାବନା ସେୟାର କରିବାକୁ ଆହ୍ୱାନ କରିଛନ୍ତି ।
ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଥିବା ଏକ ବାର୍ତ୍ତାରେ କହିଛନ୍ତି:
“ଧୀରେ ଧୀରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଖେଇ ଆସୁଛି । ମୁଁ ମୋର ସାଥୀ ଭାରତୀୟଙ୍କ ଚିନ୍ତାଧାରା ଶୁଣିବାକୁ ଉତ୍ସୁକ ଅଛି!
ଆପଣମାନେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ କେଉଁ ପ୍ରସଙ୍ଗ କିମ୍ବା ସିଦ୍ଧାନ୍ତକୁ ପ୍ରତିବିମ୍ବିତ ହେବା ଚାହାନ୍ତି?
ମାଇଁ ଗଭ ଏବଂ ନମୋ ଆପ୍ ର ଖୋଲା ମଞ୍ଚରେ ନିଜର ଚିନ୍ତାଧାରା ସେୟାର କରନ୍ତୁ...
https://www.mygov.in/group-issue/let-your-ideas-and-suggestions-be-part-pm-modis-independence-day-speech-2025/
https://nm-4.com/MXPBRN”
SR
(Release ID: 2151205)
Read this release in:
Tamil
,
Malayalam
,
Bengali-TR
,
Bengali
,
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada