ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

'ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା' ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 03 JUL 2025 7:06AM by PIB Bhubaneshwar

ରାଷ୍ଟ୍ରପତି ଜୀ ଙ୍କ ଦ୍ୱାରା ଘାନାର ଜାତୀୟ ପୁରସ୍କାର, ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନାରେ ସମ୍ମାନିତ କରାଯିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର କଥା

ମୁଁ ରାଷ୍ଟ୍ରପତି ମହାମା ଜୀ, ଘାନା ସରକାର ଏବଂ ଘାନାଜନସାଧାରଣଙ୍କୁ  ହୃଦୟରୁ କୃତଜ୍ଞତା ଜଣାଉଛି କରୁଛି। ମୁଁ ଏହି ସମ୍ମାନକୁ 140 କୋଟି ଭାରତୀୟଙ୍କ ପକ୍ଷରୁ ବିନମ୍ରତାର ସହ ଗ୍ରହଣ କରୁଛି।

ମୁଁ ଏହି ସମ୍ମାନ ଆମ ଯୁବପିଢିଙ୍କ ଆକାଂକ୍ଷା, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଆମର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ପରମ୍ପରାକୁ  ଏବଂ ଭାରତ-ଘାନା ଐତିହାସିକ ସମ୍ପର୍କକୁ ସମର୍ପିତ କରୁଛି।

*****

NS/SLP


(रिलीज़ आईडी: 2141707) आगंतुक पटल : 8
इस विज्ञप्ति को इन भाषाओं में पढ़ें: Urdu , Marathi , Manipuri , Telugu , Assamese , Tamil , Kannada , Malayalam , English , हिन्दी , Bengali , Punjabi , Gujarati