ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉନ୍ନତ ସଂଯୋଗୀକରଣ ଏବଂ ପ୍ରଚୁର ସମ୍ବଳ ଯୋଗାଣ ଯୋଗୁଁ ଲାଭବାନ ହେଉଥିବା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2025 12:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖକୁ ଉପଲବ୍ଧ ହେଉଥିବା ଉନ୍ନତ ସଂଯୋଗୀକରଣ ଏବଂ ଯୋଗାଇ ଦିଆଯାଉଥିବା ପ୍ରଚୁର ସମ୍ବଳ ଯୋଗୁଁ ଏହି କେନ୍ଦ୍ରଶାସିତ ଅଞ୍ଚଳ କିପରି ଲାଭବାନ ହେଉଛି ସେ ଉପରେ ଏକ ଲେଖା ଶେୟାର କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି:

“କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲେଖିଛନ୍ତି ଯେ, ଲଦାଖକୁ ଉନ୍ନତ ସଂଯୋଗୀକରଣ ଏବଂ ଯୋଗାଇ ଦିଆଯାଇଥିବା ପ୍ରଚୁର ସମ୍ବଳ ଯୋଗୁଁ ଏହି କେନ୍ଦ୍ର ଶାସିତ ଅଞ୍ଚଳ ବେଶ୍ ଲାଭବାନ ହେଉଛି ।”

 

SR


(ରିଲିଜ ଆଡି: 2141108) ପରିଦର୍ଶକ କାଉଣ୍ଟର : 24