ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବୈଶ୍ୱିକ କୁଚି ସମୁଦାୟଙ୍କୁ ଆଷାଢ଼ୀ ବିଜର ଶୁଭକାମନା ଜଣାଇଲେ

प्रविष्टि तिथि: 27 JUN 2025 9:10AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ଆଷାଢ଼ୀ ବିଜ, କୁଚି ନବ ବର୍ଷ ଅବସରରେ ବିଶ୍ୱବ୍ୟାପୀ ଥିବା କୁଚି ସମୁଦାୟର ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏକ ସ୍ୱତନ୍ତ୍ର ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି:

“ଆଷାଢ଼ୀ ବିଜର ବିଶେଷ ଅବସରରେ ବିଶ୍ୱବ୍ୟାପୀ ଥିବା କୁଚି ସମୁଦାୟଙ୍କୁ ଶୁଭକାମନା । ଆସୁଥିବା ବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣି ଆସୁ ।”

SR


(रिलीज़ आईडी: 2140340) आगंतुक पटल : 4
इस विज्ञप्ति को इन भाषाओं में पढ़ें: Bengali-TR , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam