ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରତି ଭାରତର ସମୃଦ୍ଧ ସାଂସ୍କୃତିକ ଅବଦାନ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
Posted On:
26 JUN 2025 7:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଭାରତର ସମୃଦ୍ଧ ସାଂସ୍କୃତିକ ଅବଦାନ ଉପରେ ଆଲୋକପାତ କରିଛନ୍ତି । ଏଥିସହ ସେ ଆଧୁନିକ ବୈଜ୍ଞାନିକ ପଦ୍ଧତି ସହିତ ପୁରୁଣା ପରମ୍ପରାକୁ ସମନ୍ୱିତ କରୁଥିବା ନବସୃଜନଶୀଳ ଷ୍ଟାର୍ଟଅପ୍ସର ବର୍ଦ୍ଧିତ ଧାରା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।
ଏକ୍ସରେ ମନ୍ କି ବାତ୍ ଅପ୍ଡେଟ୍ସ ଦ୍ୱାରା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
ଭାରତୀୟ ସଂସ୍କୃତିରେ ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ଅନେକ ଉପାୟ ରହିଛି । ମନ୍କିବାତ୍ରେ ଆମେ ଏପରି ପ୍ରୟାସ ପ୍ରଦର୍ଶନ କରିଛୁ । ସେଥିରେ ଏପରି ଏକ ପ୍ରୟାସ ଅନ୍ତର୍ଭୁକ୍ତ ଯାହା ସେମାନଙ୍କର ଷ୍ଟାର୍ଟଅପ୍ରେ ପରମ୍ପରାକୁ ଆଧୁନିକତା ସହିତ ସୁନ୍ଦର ଭାବରେ ମିଶ୍ରଣ କରିଛି ।”
SR
(Release ID: 2140338)
Read this release in:
Malayalam
,
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada