ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକ୍‌ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ଉଦ୍‌ଘାଟନରେ ମହାରାଷ୍ଟ୍ରର ଏନ୍‌ଡିଏ ସରକାରଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 JUN 2025 6:18PM by PIB Bhubaneswar

ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକ୍‌ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ଭବ୍ୟ ଉଦ୍‌ଘାଟନ ପରେ ଭିତ୍ତଭୂମି ବିକାଶ ଆଧାରିତ ଅଭିବୃଦ୍ଧି ପ୍ରତି ନିଜର ଅଟଳ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଏନ୍‌ଡିଏ ସରକାରଙ୍କ ପ୍ରଶଂସା କରିଛନ୍ତି ।

ଏହି ଉଦ୍‌ଘାଟନ ବିଷୟରେ ମହାରାଷ୍ଟ୍ର ସିଏମ୍‌ଓ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦି ଲେଖିଛନ୍ତି;

“ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ଏବଂ ‘ସହଜ ଜୀବନଯାପନ’କୁ ବୃଦ୍ଧି କରିବା ଉପରେ ନିରନ୍ତର ଧ୍ୟାନ ଦେବା ପାଇଁ ମହାରାଷ୍ଟ୍ରର ଏନ୍‌ଡିଏ ସରକାରଙ୍କୁ ପ୍ରଶଂସା ।”

 

SR


(ରିଲିଜ ଆଡି: 2134435) ପରିଦର୍ଶକ କାଉଣ୍ଟର : 22