ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 22 MAY 2025 9:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଇଥିଲେ, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ପ୍ରତିରକ୍ଷା ବିନିଯୋଗ ସମାରେହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ର ଯୋଗ ଦେଇଥିଲି, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସାହସିକତା ଏବଂ ଆମ ରାଷ୍ଟ୍ରର ସୁରକ୍ଷା ଦିଗରେ ସେମାନଙ୍କର ପ୍ରତିବଦ୍ଧତା ପାଇଁ ଭାରତ ସର୍ବଦା ଆମର ସଶସ୍ତ୍ର ବାହିନୀ ପ୍ରତି କୃତଜ୍ଞ ରହିବ ।”

 

SR


(रिलीज़ आईडी: 2130690) आगंतुक पटल : 4
इस विज्ञप्ति को इन भाषाओं में पढ़ें: Telugu , Malayalam , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Kannada