ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଡ୍ ଫ୍ରାଇଡେ ଅବସରରେ ଦୟା ଏବଂ କରୁଣାର ମୂଲ୍ୟବୋଧ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 APR 2025 9:42AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଡ ଫ୍ରାଇଡେର ପବିତ୍ର ଅବସରରେ, ଯୀଶୁ ଖ୍ରୀଷ୍ଟଙ୍କ ମହାନ ବଳିଦାନ ଉପରେ ଆଲୋକପାତ କରିଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଦିନଟି ଆମ ଜୀବନରେ ଦୟା, କରୁଣା ଏବଂ ଉଦାରତାକୁ ଗ୍ରହଣ କରିବାକୁ ସ୍ମରଣ କରାଉଛି ।

“ଗୁଡ୍ ଫ୍ରାଇଡେ ଦିନ ଆମେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଇଥାଉ । ଏହି ଦିନ ଆମକୁ ଦୟା, କରୁଣା ଏବଂ ସର୍ବଦା ଉଦାର ହୃଦୟ ରଖିବାକୁ ପ୍ରେରଣା ଦେଇଥାଏ । ଶାନ୍ତି ଏବଂ ଏକତାର ଭାବନା ସର୍ବଦା ବିରାଜମାନ ହେଉ ।”

 

SR


(ରିଲିଜ ଆଡି: 2122802) ପରିଦର୍ଶକ କାଉଣ୍ଟର : 65