ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 APR 2025 8:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋ ନିକଟ ଶ୍ରୀ ଜୟୱର୍ଦେନାପୁରା ଠାରେ ‘ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକ’ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଶ୍ରୀଲଙ୍କାର ଏକତା ଓ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସର ଯେଉଁ ଯବାନମାନେ ପ୍ରାଣବଳି ଦେଇଥିଲେ ସେମାନଙ୍କ ସ୍ମୃତିରେ ଆଇପିକେଏଫ ସ୍ମାରକ ନିର୍ମାଣ କରାଯାଇଛି ।
SR
(ରିଲିଜ ଆଡି: 2119458)
ପରିଦର୍ଶକ କାଉଣ୍ଟର : 37
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam