ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ସାମୁଦ୍ରିକ ଦିବସରେ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 APR 2025 9:06AM by PIB Bhubaneswar

 

ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଗତି ପାଇଁ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ଆଜି ଜାତୀୟ ସାମୁଦ୍ରିକ ଦିବସରେ, ଆମେ ଭାରତର ସମୃଦ୍ଧ ଇତିହାସ ଏବଂ ରାଷ୍ଟ୍ରର ନିର୍ମାଣରେ ଏହି କ୍ଷେତ୍ରର ଭୂମିକାକୁ ମନେ ପକାଉଛୁ

ଭାରତର ପ୍ରଗତି ପାଇଁ ଆମେ ସାମୁଦ୍ରିକ କ୍ଷେତ୍ର ଏବଂ ଆମ ବନ୍ଦରଗୁଡିକୁ ସୁଦୃଢ଼ କରିବା ଜାରି ରଖିବୁ

 

SR


(ରିଲିଜ ଆଡି: 2119280) ପରିଦର୍ଶକ କାଉଣ୍ଟର : 39