ପୋଷ୍ଟ କରାଯିବା ଦିନାଙ୍କ:
04 APR 2025 9:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକ୍ ରେ ଥାଇଲାଣ୍ଡର ରାଜା ମହା ବଜିରାଲୋଙ୍ଗକର୍ଣ୍ଣଙ୍କୁ ଭେଟିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି:
“ଥାଇଲାଣ୍ଡର ରାଜା ମହା ବଜିରାଲୋଙ୍ଗକର୍ଣ୍ଣଙ୍କୁ ଭେଟିଲି । ଆମେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଥିବା ମଜବୁତ ଦୋସ୍ତି ବାବଦରେ ଏବଂ ଏହାକୁ କିପରି ଅଧିକ ସୁଦୃଢ଼ କରାଯିବ ସେ ସମ୍ପର୍କରେ ଆଲୋଚନା କଲୁ ।”
SR