ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହେରାଥ ପୋସ୍ତେ ଅବସରରେ କାଶ୍ମୀର ପଣ୍ଡିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
25 FEB 2025 6:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେରାଥ ପୋସ୍ତେ ଅବସରରେ କାଶ୍ମୀର ପଣ୍ଡିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ହେରାଥ ପୋସ୍ତେ!
ଏହି ପର୍ବ ଆମ କାଶ୍ମୀରୀ ପଣ୍ଡିତ ଭାଇ ଓ ଭଉଣୀମାନଙ୍କ ଜୀବନ୍ତ ସଂସ୍କୃତି ସହ ଜଡ଼ିତ ।
ଏହି ପବିତ୍ର ଅବସରରେ ସମସ୍ତଙ୍କୁ ସଦଭାବ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି । ଏହି ଅବସରରେ ସମସ୍ତଙ୍କ ସ୍ୱପ୍ନ ପୂରଣ ହେଉ, ନୂତନ ସୁଯୋଗ ସୃଷ୍ଟି ହେଉ ଏବଂ ସମସ୍ତଙ୍କ ପାଇଁ ସ୍ଥାୟୀ ଖୁସି ଆସୁ ।”
SR
(ରିଲିଜ ଆଡି: 2106306)
ପରିଦର୍ଶକ କାଉଣ୍ଟର : 47
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam