ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 20 FEB 2025 1:48PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ଏକ୍ସ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ଅଭିନନ୍ଦନ ଏହି ଟିମ୍ରେ ସୁନ୍ଦର ଭାବେ ତାକତ ଏବଂ ଅଭିଜ୍ଞତା ରହିଛି ଏହା ନିଶ୍ଚିତ ଭାବେ ଦିଲ୍ଲୀ ପାଇଁ ଉତ୍ତମ ପ୍ରଶାସନ ଆଣିବ

ସେମାନଙ୍କୁ ଶୁଭେଚ୍ଛା

@gupta_rekha

@p_sahibsingh

@mssirsa

@KapilMishra_IND ”

SR


(ରିଲିଜ ଆଡି: 2105068) ପରିଦର୍ଶକ କାଉଣ୍ଟର : 48