ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରାମୀ ପୁରସ୍କାର ଜିତିଥିବାରୁ ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
03 FEB 2025 2:32PM by PIB Bhubaneshwar
ଆଲ୍ବମ୍ ତ୍ରିବେଣୀ ପାଇଁ ଗ୍ରାମୀ ପୁରସ୍କାର ଜିତିଥିବାରୁ ପ୍ରଧାନମନ୍ତ୍ରୀ ଆଜି ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ଉଦ୍ୟୋଗୀ, ସମାଜସେବୀ ତଥା ସଂଗୀତଜ୍ଞ ଭାବରେ ତାଙ୍କର ଉପଲବ୍ଧିକୁ ସେ ପ୍ରଶଂସା କରିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଆଲ୍ବମ୍ ତ୍ରିବେଣୀ ପାଇଁ ଗ୍ରାମୀ ଆୱାର୍ଡ ଜିତିଥିବାରୁ ଚନ୍ଦ୍ରିକା ଟଣ୍ଡନ୍ଙ୍କୁ ଅଭିନନ୍ଦନ । ଜଣେ ଉଦ୍ୟୋଗୀ, ସମାଜସେବୀ ଏବଂ ସଂଗୀତଜ୍ଞ ଭାବରେ ତାଙ୍କର ସଫଳତା ପାଇଁ ଆମେ ଗର୍ବିତ! ସେ ଯେପରି ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହୀ ରହିଛନ୍ତି ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ତାହା ପ୍ରଶଂସନୀୟ । ସେ ଅନେକ ଲୋକଙ୍କ ପାଇଁ ଏକ ପ୍ରେରଣା ।
୨୦୨୩ରେ ନ୍ୟୁୟର୍କରେ ତାଙ୍କ ସହ ହୋଇଥିବା ସାକ୍ଷାତ ମୋର ମନେ ଅଛି ।”
SR
(Release ID: 2099372)
Visitor Counter : 40
Read this release in:
Khasi
,
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam