ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜେତା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 02 FEB 2025 6:16PM by PIB Bhubaneshwar

ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜେତା ଭାରତୀୟ ଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି:

“ଆମ ନାରୀଶକ୍ତି ପାଇଁ ଅତ୍ୟନ୍ତ ଗର୍ବିତ! ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜୟୀ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ । ଏହି ବିଜୟ ଦଳଗତ ଦକ୍ଷତା ଏବଂ ଦୃଢ଼ତାର ଫଳ । ଆଗାମୀ ପିଢ଼ିର ଅନେକ କ୍ରୀଡ଼ାବିତଙ୍କୁ ଏହା ପ୍ରୋତ୍ସାହିତ କରିବ । ଦଳକୁ ଆଗାମୀ ଦିନର ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା ।”

SR


(रिलीज़ आईडी: 2099024) आगंतुक पटल : 47
इस विज्ञप्ति को इन भाषाओं में पढ़ें: Marathi , Tamil , Malayalam , Assamese , Manipuri , English , Urdu , हिन्दी , Marathi , Bengali , Punjabi , Gujarati , Telugu , Kannada