ପୋଷ୍ଟ କରାଯିବା ଦିନାଙ୍କ:
23 JAN 2025 7:10PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୫ମ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ୨୦୨୫ରେ ଅଂଶଗ୍ରହଣ କରୁଥିବା ସମସ୍ତ ଆଥ୍ଲେଟ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“୫ମ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ୨୦୨୫ରେ ଅଂଶଗ୍ରହଣ କରୁଥିବା ସମସ୍ତ ଆଥଲେଟ୍ମାନଙ୍କୁ ଶୁଭେଚ୍ଛା! ମୁଁ ନିଶ୍ଚିତ ଯେ, ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ । ଏହି ଖେଳ ମଧ୍ୟ କ୍ରୀଡାବିତ ଭାବନାର ଏକ ଉତ୍ସବ ହେଉ ।”
SR