ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଣିପୁରବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
21 JAN 2025 8:43AM by PIB Bhubaneshwar
ଭାରତର ବିକାଶରେ ମଣିପୁରର ଲୋକମାନଙ୍କର ଭୂମିକା ଉପରେ ଗର୍ବ ଅନୁଭବ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ମଣିପୁରର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା । ଭାରତର ବିକାଶରେ ମଣିପୁରର ଲୋକମାନେ ଯେଉଁ ଭୂମିକା ଗ୍ରହଣ କରିଛନ୍ତି ସେଥିପାଇଁ ଆମେ ଅତ୍ୟନ୍ତ ଗର୍ବିତ । ଆଗାମୀ ଦିନରେ ମଣିପୁରର ପ୍ରଗତି ପାଇଁ ମୋର ଶୁଭକାମନା ।”
SR
(Release ID: 2094867)
Visitor Counter : 12
Read this release in:
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam