ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା: ପ୍ରଧାନମନ୍ତ୍ରୀ
Posted On:
10 JAN 2025 12:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ।
ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ୍ ମାଣ୍ଡଭିୟଙ୍କ ଦ୍ୱାରା ଲେଖାଯାଇଥିବା ଏକ ଲେଖର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି;
“କେନ୍ଦ୍ର ମନ୍ତ୍ରୀ ଡା. @mansukhmandviya ଭାରତର ରାଷ୍ଟ୍ରୀୟ ଯୁବା ମହୋତ୍ସବକୁ ‘ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫’ ରୂପରେ ପୁନଃପରିକଳ୍ପିତ କରିବା ସମ୍ପର୍କରେ ଲେଖିଛନ୍ତି, ଯାହାର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା...ନିଶ୍ଚିତ ପଢ଼ନ୍ତୁ ।”
SR
(Release ID: 2091922)
Visitor Counter : 25
Read this release in:
Khasi
,
English
,
Urdu
,
Marathi
,
Hindi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam