ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
10 DEC 2024 8:19PM by PIB Bhubaneshwar
କୁଆଲୁଲୁମ୍ପୁର ଠାରୁ ଅନୁଷ୍ଠିତ ହେଉଥିବା ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“କୁଆଲୁଲୁମ୍ପୁର ଠାରୁ ଅନୁଷ୍ଠିତ ହେଉଥିବା ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଆମ ଭାରତୀୟ ଦଳକୁ ଅଭିନନ୍ଦନ! ଆମର ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍ ମାନେ ୫୫ଟି ଅନନ୍ୟ ପଦକ ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିଛନ୍ତି, ଯାହାକି ଏହି କ୍ରୀଡ଼ାରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ । ଏହି ଉଲ୍ଲେଖନୀୟ ଉପଲବ୍ôଧ କ୍ରୀଡ଼ା ପ୍ରତି ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କ ସମେତ ସମଗ୍ର ଦେଶକୁ ପ୍ରେରଣା ଯୋଗାଇଛି ।”
SR
(रिलीज़ आईडी: 2083007)
आगंतुक पटल : 61
इस विज्ञप्ति को इन भाषाओं में पढ़ें:
Tamil
,
Telugu
,
Kannada
,
Manipuri
,
Assamese
,
English
,
Urdu
,
Marathi
,
हिन्दी
,
Bengali
,
Punjabi
,
Gujarati
,
Malayalam