ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମର ଯୁବ ଶକ୍ତି ଚମତ୍କାର କରିପାରିବେ : ପ୍ରଧାନମନ୍ତ୍ରୀ

प्रविष्टि तिथि: 28 NOV 2024 6:52PM by PIB Bhubaneswar

ଭାରତର ଯୁବ ଶକ୍ତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେମାନେ କୌଣସି ବି ଲକ୍ଷ୍ୟ ହାସଲ କରିପାରିବେ। ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସଫଳତା ଆଣିଦେବା ପାଇଁ ସମସ୍ତ ସୁଯୋଗ ଦେବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ।

ମାଇଗଭ୍‌ଇଣ୍ଡିଆ ହ୍ୟାଣ୍ଡେଲ୍ ଦ୍ୱାରା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ଆମର ଯୁବ ଶକ୍ତି ଚମତ୍କାର କରିପାରିବେ ! ଏବଂ, ଆମେ ସେମାନଙ୍କୁ ସମସ୍ତ ସୁଯୋଗ ଦେବା ପାଇଁ ପ୍ରତିବଦ୍ଧ, ଯାହା ସେମାନଙ୍କୁ ଉଜ୍ଜ୍ୱଳ ଏବଂ ସଫଳ କରିବ ।

 

SR     


(रिलीज़ आईडी: 2079340) आगंतुक पटल : 52
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam