ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Posted On:
19 NOV 2024 8:41AM by PIB Bhubaneshwar
ସାହସ ଓ ଦେଶଭକ୍ତିର ସଚ୍ଚା ପ୍ରତିମୂର୍ତ୍ତି ଭାବେ ଝାନ୍ସୀର ନିର୍ଭୀକ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଶଂସା କରିବା ସହ ତାଙ୍କ ଜୟନ୍ତୀରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି:
“ସାହସ ଓ ଦେଶଭକ୍ତିର ସଚ୍ଚା ପ୍ରତିମୂର୍ତ୍ତି ଝାନ୍ସୀ ନିର୍ଭୀକ ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତାର ଲଢ଼େଇରେ ତାଙ୍କ ବାହାଦୂରୀ ଏବଂ ପ୍ରୟାସ ଅନେକ ପିଢ଼ିଙ୍କୁ ପ୍ରେରଣା ଦେଇଚାଲିଥିବ । ବିପରୀତ ପରିସ୍ଥିତିରେ ତାଙ୍କ ନେତୃତ୍ୱ ସଚ୍ଚା ଦୃଢ଼ ସଂକଳ୍ପ କ’ଣ ତାହାର ଏକ ଉଦାହରଣ ।”
SR
(Release ID: 2076804)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam