ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁୟାନାର ପ୍ରମୁଖ କ୍ରିକେଟରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ


ଭାରତ ଓ ଗୁୟାନାକୁ କ୍ରିକେଟ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 22 NOV 2024 5:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ମତ ବିନିମୟ ଅବସରରେ କହିଥିଲେ,କ୍ରିକେଟ ଭାରତ ଓ ଗୁୟାନାକୁ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“କ୍ରିକେଟ ମାଧ୍ୟମରେ ଜଡ଼ିତ ହେବା! ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କଲି । ଏହି ଖେଳ ଆମ ଦୁଇ ଦେଶ ମଧ୍ୟରେ ଆତ୍ମୀୟତା ବଢ଼ାଇଛି ଏବଂ ଆମର ସାଂସ୍କୃତିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହିତ କରିଛି ।”

*********

SR


(रिलीज़ आईडी: 2076086) आगंतुक पटल : 45
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam