ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
21 NOV 2024 10:29PM by PIB Bhubaneshwar
ଗାୟାନାର ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡୋମିନିକାର ପ୍ରଧାନମନ୍ତ୍ରୀ ଶ୍ରୀ ରୁଜଭେଲ୍ଟ ସ୍କେରିଟଙ୍କୁ ଭେଟିଛନ୍ତି ।
ଜଳବାୟୁ ନବନୀୟତା, ଡିଜିଟାଲ ଟ୍ରାନ୍ସଫର୍ମେସନ୍, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ଗଠନ ଏବଂ ଯୋଗ ଆଦି କ୍ଷେତ୍ରରେ ସହଯୋଗରୁ ଲାଭ ଉଠାଇବାକୁ ଦୁଇ ନେତା ଆଲୋଚନା କରିଥିଲେ । ଗ୍ଲୋବାଲ ସାଉଥ୍ ଏବଂ ଜାତିସଂଘ ସଂସ୍କାର ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।
SR
(ରିଲିଜ ଆଡି: 2075744)
ପରିଦର୍ଶକ କାଉଣ୍ଟର : 52
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada