ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବୋଡ଼ୋ ସଂସ୍କୃତି ଓ ଜୀବନର ବିଭିନ୍ନ କ୍ଷେତ୍ରରେ ବୋଡ଼ୋ ଲୋକଙ୍କ ସଫଳତାରେ ଭାରତ ଅତ୍ୟନ୍ତ ଗର୍ବିତ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 NOV 2024 10:35PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବରେ ଯୋଗ ଦେବା ପରେ କହିଛନ୍ତି,ବୋଡ଼ୋ ସଂସ୍କୃତି ଓ ଜୀବନର ବିଭିନ୍ନ କ୍ଷେତ୍ରରେ ବୋଡ଼ୋ ଲୋକଙ୍କ ସଫଳତାରେ ଭାରତ ଅତ୍ୟନ୍ତ ଗର୍ବିତ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଦିଲ୍ଲୀରେ ଆଜି ସନ୍ଧ୍ୟାରେ ବୋଡୋଲ୍ୟାଣ୍ଡ ମହୋତ୍ସବରେ ସାମିଲ ହୋଇ ଅତ୍ୟନ୍ତ ଖୁସି । ବୋଡ଼ୋ ସଂସ୍କୃତି ଓ ଜୀବନର ବିଭିନ୍ନ କ୍ଷେତ୍ରରେ ବୋଡ଼ୋ ଲୋକଙ୍କ ସଫଳତାରେ ଭାରତ ଅତ୍ୟନ୍ତ ଗର୍ବିତ ।”

SR


(ରିଲିଜ ଆଡି: 2073875) ପରିଦର୍ଶକ କାଉଣ୍ଟର : 74