ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ଅର୍ଥନୀତିଜ୍ଞ ତଥା ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2024 11:09AM by PIB Bhubaneswar

ରତୀୟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ . ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

. ବିବକେ ଦେବରାୟ ମହାନ ବିଦ୍ୱାନ ଥିଲେ ଏବଂ ଅର୍ଥଶଶର୍ସ୍ତ, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟ ବିବିଧ କ୍ଷେତ୍ରରେ ପାରଙ୍ଗମ ଥିଲେ ନିଜ କାର୍ଯର୍୍ୟ ଜରିଆରେ ସେ ଭାରତର ବୌଦ୍ଧିକ ପରିଦୃଶ୍ୟ ଉପରେ ଏକ ଅଲିଭା ଛାପ ଛାଡ଼ିଛନ୍ତି ସାର୍ବଜନୀକ ନୀତିରେ ଯୋଗଦାନ ସହିତ ସେ ଆମର ପ୍ରାଚୀନ ଗ୍ରନ୍ଥ ଉପରେ କାମ କରିଛନ୍ତି ଯାହାକୁ ଯୁବପିଢ଼ିଙ୍କ ପାଇଁ ସୁଲଭ କରି ଆନନ୍ଦ ପାଇପାରିଛନ୍ତି

SR


(ରିଲିଜ ଆଡି: 2070074) ପରିଦର୍ଶକ କାଉଣ୍ଟର : 69