ପୋଷ୍ଟ କରାଯିବା ଦିନାଙ୍କ:
30 OCT 2024 3:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗିଟ୍ହବ୍ର ସିଇଓ ଥୋମାସ୍ଡୋମ୍କେଙ୍କ ମନ୍ତବ୍ୟକୁ ଉଦ୍ଧୃତ କରିଛନ୍ତି ଯିଏ, ଭାରତକୁ ବିଶ୍ୱରସବୁଠାରୁ ଦୃତ ଅଭିବୃଦ୍ଧିଶୀଳ ବିକଶିତ ଜନସଂଖ୍ୟା ବିଶିଷ୍ଟ ଦେଶଭାବରେ ପ୍ରଶଂସା କରିଥିଲେ । ବିଶ୍ୱସ୍ତରୀୟ ଟେକ୍ ଟାଇଟନ୍ ଭାବରେଦେଶର ଅଭିବୃଦ୍ଧି ନିଶ୍ଚିତ ବୋଲି ସେ କହିଥିଲେ ।
ଶ୍ରୀ ମୋଦୀ ଅଭିନବ ତଥା ପ୍ରଯୁକ୍ତିବିଦ୍ୟାରେ ସଫଳତା ପାଇଁ ଶ୍ରୀମୋଦୀ ଭାରତର ଯୁବପିଢ଼ୀଙ୍କୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଯେତେବେଳେ ଉଦ୍ଭାବନ ଏବଂ ଟେକ୍ନୋଲୋଜି କଥା ଆସେ, ଭାରତୀୟ ଯୁବକମାନେ ସର୍ବଶ୍ରେଷ୍ଠ ।”
SR