ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ନିକଟରେ ଭାରତ କରିଥିବା ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିଙ୍କଡଇନ୍ ପୋଷ୍ଟରେ ଲେଖିଲେ

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2024 6:09PM by PIB Bhubaneshwar

 

ଭଦୋଦରାରେ ନିକଟରେ ସି-୨୯୫ ବିମାନ ନିର୍ମାଣ କମ୍ପେ୍ଲକ୍ସକୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଙ୍କଡଇନର ଏକ ପୋଷ୍ଟରେ ପ୍ରତିରକ୍ଷା ଏରୋସ୍ପେସ୍ ଯାତ୍ରାରେ ଭାରତର ଉଲ୍ଳେଖନୀୟ ସଫଳତାକୁ ନେଇ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି

ପୋଷ୍ଟର ଶୀର୍ଷକ ରହିଛିଇଣ୍ଡିଆଜ ଡିଫେନ୍ସ ରିଭୋଲ୍ୟୁସନ ଟେକ୍ସ ଫ୍ଲାଇଟ୍!’

ମୋର ସଦ୍ୟତମ @LinkedIn ପୋଷ୍ଟ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ନିକଟରେ ଭାରତ କରିଥିବା ପ୍ରଗତି ଉପରେ ଆଧାରିତ ଅଗାମାୀ ସମୟରେ ଏହି କ୍ଷେତ୍ରରେ ଆମେ ଅନେକ ସଫଲତା ଯୋଡ଼ିବାକୁ ଯାଉଛୁ

SR


(ରିଲିଜ ଆଡି: 2069737) ପରିଦର୍ଶକ କାଉଣ୍ଟର : 58