ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନିସ୍କର୍ଷ ସୂଚୀ : ସ୍ପେନ୍‌ର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍‌ଙ୍କ ଭାରତ ଗସ୍ତ (୨୮-୨୯ ଅକ୍ଟୋବର ୨୦୨୪)

ପୋଷ୍ଟ କରାଯିବା ଦିନାଙ୍କ: 28 OCT 2024 6:30PM by PIB Bhubaneswar

କ୍ରମିକ ସଂଖ୍ୟା

ନିସ୍କର୍ଷ

୧.

ଭଦୋଦରାରେ ସି୨୯୫ ବିମାନର ଫାଇନାଲ୍ ଆସେମ୍ବଲି ଲାଇନ୍ ପ୍ଲାଣ୍ଟର ମିଳିତ ଉଦ୍‌ଘାଟନ, ଯାହା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍‌ଭାନ୍ସ ସିଷ୍ଟମ୍ ଦ୍ୱାରା ନିର୍ମିତ।

୨.

ରେଳ ପରିବହନ କ୍ଷେତ୍ରରେ ସହଯୋଗ ଉପରେ ଏମ୍‌ଓୟୁ

୩.

ସୀମା ଶୁଳ୍କ ପ୍ରସଙ୍ଗରେ ସହଯୋଗ ଏବଂ ପାରସ୍ପରିକ ସହାୟତା ଉପରେ ଚୁକ୍ତିନାମା

୪.

୨୦୨୪-୨୦୨୮ ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

୫.

୨୦୨୬କୁ ଭାରତ-ସ୍ପେନ୍ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ବର୍ଷ ଭାବରେ ଘୋଷଣା କରାଯାଇଛି

୬.

ବେଙ୍ଗାଲୁରୁରେ ସ୍ପାନିସ୍ ବାଣିଜ୍ୟ ଦୂତାବାସ ପ୍ରତିଷ୍ଠା ଏବଂ ବାର୍ସିଲୋନାରେ ଭାରତୀୟ ବାଣିଜ୍ୟ ଦୂତାବାସ କାର୍ଯ୍ୟକ୍ଷମ ପାଇଁ ଘୋଷଣା

୭.

ଭାରତ ଏବଂ ସ୍ପେନ୍‌ରେ ପାରସ୍ପରିକ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଡିପିଆଇଆଇଟି ଇଣ୍ଡିଆ ଏବଂ ସ୍ପେନ୍‌ରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବିନିଯୋଗ ମହାନିର୍ଦ୍ଦେଶାଳୟ, ଅର୍ଥନୀତି, ବାଣିଜ୍ୟ ଏବଂ ବ୍ୟବସାୟ ମନ୍ତ୍ରଣାଳୟରେ ଫାଷ୍ଟ ଟ୍ରାକ ବ୍ୟବସ୍ଥା ସ୍ଥାପନ।

୮.

ଅଡିଓ ଭିଜୁଆଲ୍ ସହ-ଉତ୍ପାଦନ ଚୁକ୍ତିନାମା ଅନ୍ତର୍ଗତ ମିଳିତ ଆୟୋଗ ଗଠନ

 

 

SR


(ରିଲିଜ ଆଡି: 2069049) ପରିଦର୍ଶକ କାଉଣ୍ଟର : 120