ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିସ୍କର୍ଷ ସୂଚୀ : ସ୍ପେନ୍ର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ଙ୍କ ଭାରତ ଗସ୍ତ (୨୮-୨୯ ଅକ୍ଟୋବର ୨୦୨୪)
Posted On:
28 OCT 2024 6:30PM by PIB Bhubaneshwar
କ୍ରମିକ ସଂଖ୍ୟା
|
ନିସ୍କର୍ଷ
|
୧.
|
ଭଦୋଦରାରେ ସି୨୯୫ ବିମାନର ଫାଇନାଲ୍ ଆସେମ୍ବଲି ଲାଇନ୍ ପ୍ଲାଣ୍ଟର ମିଳିତ ଉଦ୍ଘାଟନ, ଯାହା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍ଭାନ୍ସ ସିଷ୍ଟମ୍ ଦ୍ୱାରା ନିର୍ମିତ।
|
୨.
|
ରେଳ ପରିବହନ କ୍ଷେତ୍ରରେ ସହଯୋଗ ଉପରେ ଏମ୍ଓୟୁ
|
୩.
|
ସୀମା ଶୁଳ୍କ ପ୍ରସଙ୍ଗରେ ସହଯୋଗ ଏବଂ ପାରସ୍ପରିକ ସହାୟତା ଉପରେ ଚୁକ୍ତିନାମା
|
୪.
|
୨୦୨୪-୨୦୨୮ ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ
|
୫.
|
୨୦୨୬କୁ ଭାରତ-ସ୍ପେନ୍ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ବର୍ଷ ଭାବରେ ଘୋଷଣା କରାଯାଇଛି
|
୬.
|
ବେଙ୍ଗାଲୁରୁରେ ସ୍ପାନିସ୍ ବାଣିଜ୍ୟ ଦୂତାବାସ ପ୍ରତିଷ୍ଠା ଏବଂ ବାର୍ସିଲୋନାରେ ଭାରତୀୟ ବାଣିଜ୍ୟ ଦୂତାବାସ କାର୍ଯ୍ୟକ୍ଷମ ପାଇଁ ଘୋଷଣା
|
୭.
|
ଭାରତ ଏବଂ ସ୍ପେନ୍ରେ ପାରସ୍ପରିକ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଡିପିଆଇଆଇଟି ଇଣ୍ଡିଆ ଏବଂ ସ୍ପେନ୍ରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବିନିଯୋଗ ମହାନିର୍ଦ୍ଦେଶାଳୟ, ଅର୍ଥନୀତି, ବାଣିଜ୍ୟ ଏବଂ ବ୍ୟବସାୟ ମନ୍ତ୍ରଣାଳୟରେ ଫାଷ୍ଟ ଟ୍ରାକ ବ୍ୟବସ୍ଥା ସ୍ଥାପନ।
|
୮.
|
ଅଡିଓ ଭିଜୁଆଲ୍ ସହ-ଉତ୍ପାଦନ ଚୁକ୍ତିନାମା ଅନ୍ତର୍ଗତ ମିଳିତ ଆୟୋଗ ଗଠନ
|
SR
(Release ID: 2069049)
Visitor Counter : 31
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam