ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୋହିଣୀ ଗୋଡବୋଲେଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2024 9:16PM by PIB Bhubaneswar

 

ରୋହିଣୀ ଗୋଡବୋଲେଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଗୋଡବୋଲେଙ୍କୁ ଶ୍ରୀ ମୋଦୀ ଅଗ୍ରଣୀ ବୈଜ୍ଞାନିକ ଓ ଅନ୍ୱେଷକ ଭାବେ ପ୍ରଶଂସା କରିଥିଲେ । ବିଜ୍ଞାନ ଦୁନିଆରେ ଅଧିକ ମହିଳା ତାଙ୍କ ସମର୍ଥକ ଥିଲେ । ଆଗାମୀ ପିଢ଼ିମାନଙ୍କୁ ତାଙ୍କ ଶୈକ୍ଷଣୀୟ ପ୍ରୟାସ ଦିଗଦର୍ଶନ ଦେଇଚାଲିବ ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି,

“ରୋହିଣୀ ଗୋଡବୋଲେଙ୍କ ପରଲୋକରେ ଗଭୀର ଦୁଃଖିତ । ସେ ଜଣେ ଅଗ୍ରଣୀ ବୈଜ୍ଞାନିକ ଓ ଅନ୍ୱେଷକ ଥିଲେ, ଯାହାରକି ବିଜ୍ଞାନ ଦୁନିଆରେ ଅନେକ ମହିଳା ସମର୍ଥକ । ତାଙ୍କ ଶୈକ୍ଷଣୀୟ ପ୍ରୟାସ ଆଗାମୀ ପିଢ଼ିଙ୍କୁ ଦିଗଦର୍ଶନ ଦେଇଚାଲିବ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”

SR


(ରିଲିଜ ଆଡି: 2068486) ପରିଦର୍ଶକ କାଉଣ୍ଟର : 70