ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ (ଅକ୍ଟୋବର ୦୬-ଅକ୍ଟୋବର ୧୦, ୨୦୨୪)ର ପରିଣାମଗୁଡ଼ିକର ସୂଚୀ
Posted On:
07 OCT 2024 3:40PM by PIB Bhubaneshwar
କ୍ରଂସଂ
|
ଘୋଷଣା
|
୧.
|
ଭାରତ-ମାଳଦ୍ୱୀପ: ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି
|
୨.
|
ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣ
|
|
ଶୁଭାରମ୍ଭ/ଉଦଘାଟନ/ହସ୍ତାନ୍ତର
|
୧.
|
ମାଳଦ୍ୱୀପରେ ରୂପେ କାର୍ଡର ଶୁଭାରମ୍ଭ।
|
୨.
|
ହନୀମାଧୁ ଅନ୍ତର୍ଜାତୀୟ ବିମାନ ବନ୍ଦର (ଏଚଆଇଏ)ର ନୂଆ ରନୱେ ଉଦଘାଟନ
|
୩.
|
ଏକ୍ଜିମ୍ ବ୍ୟାଙ୍କର କ୍ରେତା ଋଣ ସୁବିଧା ଅଧୀନରେ ନିର୍ମିତ ସାମାଜିକ ଆବାସ ୟୁନିଟ୍ ହସ୍ତାନ୍ତରଣ
|
|
ବୁଝାମଣାପତ୍ରରେ ସ୍ୱାକ୍ଷର/ନବୀକରଣ
|
ମାଳଦ୍ୱୀପର ପ୍ରତିନିଧି
|
ଭାରତର ପ୍ରତିନିଧି
|
୧.
|
ମୁଦ୍ରା ବିନିମୟ ରାଜିନାମା
|
ମାଳଦ୍ୱୀପ ମୁଦ୍ରା ପ୍ରାଧିକରଣର ଗଭର୍ଣ୍ଣର ଶ୍ରୀ ଅହମ୍ମଦ ମୁନୱର
|
ଶ୍ରୀ ଅଜୟ ସେଠ, ସଚିବ,
ଆର୍ଥିକ ବ୍ୟାପାର ବିଭାଗ, ଅର୍ଥ ମନ୍ତ୍ରଣାଳୟ
|
୨.
|
ଭାରତର ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପୁଲିସ ଓ ଆଇନ ପ୍ରବର୍ତ୍ତନ କଲେଜ ମଧ୍ୟରେ ରାଜିନାମା
|
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍
|
ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
|
୩.
|
ଦୁର୍ନୀତି ରୋକିବା ଏବଂ ଏହାର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ମାଳଦ୍ୱୀପର ଦୁର୍ନୀତି ନିବାରଣ ଆୟୋଗ ମଧ୍ୟରେ ବୁଝାମଣାପତ୍ର
|
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍
|
ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
|
୪.
|
ମାଳଦ୍ୱୀପ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଭାରତୀୟ ଜାତୀୟ ନ୍ୟାୟିକ ଏକାଡେମୀ (ଏନଜେଏଆଇ) ଏବଂ ମାଳଦ୍ୱୀପର ନ୍ୟାୟିକ ସେବା ଆୟୋଗ (ଜେଏସସି) ମଧ୍ୟରେ ବୁଝାମଣାପତ୍ରର ନବୀକରଣ
|
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍
|
ଶ୍ରୀ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ
|
୫.
|
କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର ନବୀକରଣ
|
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍
|
ଶ୍ରୀ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ
|
********
P.S.
(Release ID: 2062973)
Visitor Counter : 36
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam