ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାନ୍ ବଞ୍ଜାରା ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗୀତ ଯନ୍ତ୍ର ନଙ୍ଗାରା ବଜାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 OCT 2024 2:31PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଶିମ ଠାରେ ନିଜ ହାତରେ ନଙ୍ଗାରା ବାଦ୍ୟ ବଜାଇଛନ୍ତି । ମହାନ୍ ବଞ୍ଜାରା ସଂସ୍କୃତିରେ ନଙ୍ଗାରା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ସେ ଉଲ୍ଲେଖ କରିଛନ୍ତି ।
ଏକ୍ସରେ ଏକ ଭିଡିଓ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ୱାଶିମ ଠାରେ ନିଜ ହାତରେ ନଙ୍ଗାରା ବଜାଇଲି, ଯାହାକି ମହାନ୍ ବଞ୍ଜାରା ସଂସ୍କୃତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଆଗାମୀ ଦିନରେ ଏହି ସଂସ୍କୃତି କିଭଳି ଅଧିକ ଲୋକପ୍ରିୟତା ପାଇବ ସେ ଦିଗରେ ଆମ ସରକାର ନିଶ୍ଚିତ ଭାବେ ଉଦ୍ୟମ କରିବ ।”
SR
(रिलीज़ आईडी: 2062407)
आगंतुक पटल : 49
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam