ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 OCT 2024 7:46AM by PIB Bhubaneswar

ନବରାତ୍ରୀର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କ ଚରଣରେ କୋଟି କୋଟି ବନ୍ଦନ । ଦେବୀ ମା’ ତାଙ୍କର ସମସ୍ତ ଭକ୍ତଙ୍କୁ ଯଶସ୍ୱୀ ଜୀବନର ଆଶୀର୍ବାଦ ପ୍ରଦାନ କରନ୍ତୁ । ଆପଣ ସମସ୍ତଙ୍କ ପାଇଁ ତାଙ୍କର ଏହି ସ୍ତୁତି... ।”

SR


(रिलीज़ आईडी: 2062402) आगंतुक पटल : 67
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam