ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାଳୟା ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2024 5:13PM by PIB Bhubaneswar

 

ମହାଳୟା ଅବସରରେ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଶୁଭ ମହାଳୟା! ଦୁର୍ଗା ପୂଜା ପାଖେଇଆସୁଛି ଏବଂ ଆମେ ପ୍ରାର୍ଥନା କରୁଛୁ କି ଆଶା, ଶୁଭସମୟ ଓ ସକାରାତ୍ମକତା ସବୁବେଳେ ରହିଥାଉ । ମା ଦୁର୍ଗା ଆମକୁ ସର୍ବଦା ଖୁସି, ଶକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦିଅନ୍ତୁ ।”

SR


(ରିଲିଜ ଆଡି: 2061292) ପରିଦର୍ଶକ କାଉଣ୍ଟର : 95