ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
30 SEP 2024 8:20PM by PIB Bhubaneswar
ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆଜି ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପ୍ରଧାନମନ୍ତ୍ରୀ @netnyahu ଙ୍କ ସହ ପଶ୍ଚିମ ଏସିଆର ସାମ୍ପ୍ରତିକପରିସ୍ଥିତି ବାବଦରେ କଥା ହେଲି । ଆମ ବିଶ୍ୱରେ ଆତଙ୍କବାଦର ସ୍ଥାନନାହିଁ । ଆଞ୍ଚଳିକ ଉତ୍ତେଜନାକୁ ପ୍ରଶମିତ କରି ସମସ୍ତ ପଣବନ୍ଦୀଙ୍କମୁକ୍ତିକୁ ନିଶ୍ଚିତ କରାଯିବା ହିଁ ଗୁରୁତ୍ୱପୂର୍ଣ୍ଣ । ସଂପୃକ୍ତ ଅଞ୍ଚଳରେ ଶାନ୍ତି ଓସ୍ଥିରତା ପ୍ରତିଷ୍ଠା କରିବା ପ୍ରଚେଷ୍ଟାକୁ ଭାରତ ସମର୍ଥନ କରୁଛି ।”
SR
(ରିଲିଜ ଆଡି: 2060500)
ପରିଦର୍ଶକ କାଉଣ୍ଟର : 61
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam