ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବାରୁ ଆଥଲେଟ୍ ନବଦୀପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 SEP 2024 8:33AM by PIB Bhubaneshwar

ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଏଫ୍‌୪୧ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥ୍‌ଲେଟ୍ ନବଦୀପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଅବିଶ୍ୱସନୀୟ ନବଦୀପ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଜାଭେଲିନ୍ ଏଫ୍‌୪୧ରେ ଏକ ରୌପ୍ୟ ପଦକ ଜିତିଛନ୍ତି ! ତାଙ୍କର ସଫଳତା ହେଉଛି ତାଙ୍କର ଉଲ୍ଲେଖନୀୟ ଉତ୍ସାହ ଭାବନାର ପ୍ରତିଫଳନ । ତାଙ୍କୁ ଅଭିନନ୍ଦନ । ଭାରତ ଆନନ୍ଦିତ । #Cheer4Bharat

 

SR      


(रिलीज़ आईडी: 2053042) आगंतुक पटल : 79
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam