ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ପ୍ରବୀଣ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 06 SEP 2024 5:22PM by PIB Bhubaneswar

 

ପ୍ୟାରିସ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି୬୪ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରବୀଣ କୁମାରଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଶ୍ରୀ ମୋଦୀ ମଧ୍ୟ ପ୍ରବୀଣଙ୍କ ଦୃଢ଼ତାକୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

...#paralympicsପାରାଲିମ୍ପିକ୍ସ୨୦୨୪ର ପୁରୁଷ ହାଇ ଜମ୍ପ ଟି୬୪ରେ ସ୍ୱର୍ଣ୍ଣ ପଦକ ଜିତି ଏକ ଉଚ୍ଚ ସ୍ତରକୁ ଯାଇଥିବାରୁ ପ୍ରବୀଣ କୁମାରଙ୍କୁ ଅଭିନନ୍ଦନ!

ତାଙ୍କର ଦୃଢ଼ତା ଦେଶ ପାଇଁ ଗୌରବ ଆଣିପାରିଛି

ତାଙ୍କ ପାଇଁ ଭାରତ ଗର୍ବିତ!

#Cheer4Bharat”

SR


(ରିଲିଜ ଆଡି: 2052862) ପରିଦର୍ଶକ କାଉଣ୍ଟର : 58