ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶିଶୁ ମୃତ୍ୟୁହାର ହ୍ରାସକୁ ସ୍ୱଚ୍ଛ ଭାରତ ମିସନ ପ୍ରଭାବିତ କରୁଥିବା ବୈଜ୍ଞାନିକ ରିପୋର୍ଟକୁ ଗୁରୁତ୍ୱ ଦେଇ ସେୟାର କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 05 SEP 2024 4:11PM by PIB Bhubaneshwar

ଦେଶରେ ଶିଶୁ ମୃତ୍ୟୁହାରକୁ ସ୍ୱଚ୍ଛ ଭାରତ ମିସନ କିଭଳି ପ୍ରଭାବିତ କରୁଛି ସେ ନେଇ ଏକ ବୈଜ୍ଞାନିକ ରିପୋର୍ଟକୁ ଗୁରୁତ୍ୱ ଦେଇ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରଛନ୍ତି:

ସ୍ୱଚ୍ଛ ଭାରତ ମିସନ ଭଳି ଅଭିଯାନକୁ ଗୁରୁତ୍ୱ ଦେଇ ହେଉଥିବା ଗବେଷଣା ସମ୍ପର୍କରେ ଅବଗତ ହୋଇ ଖୁସି ହେଲି ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଉପଯୁକ୍ତ ଶୌଚାଳୟର ଉପଲବ୍ଧତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜନସ୍ୱାସ୍ଥ୍ୟର ଚିତ୍ରରେ ପରିବର୍ତ୍ତନ ଆଣିବାରେ ସ୍ୱଚ୍ଛ ନିରାପଦ ପରିମଳର ଭୂମିକା ରହିଛି ଭାରତ କ୍ଷେତ୍ରରେ ଅଗ୍ରଣୀ ଥିବାରୁ ମୁଁ ଖୁସି

SR

  



(Release ID: 2052414) Visitor Counter : 17