ପୋଷ୍ଟ କରାଯିବା ଦିନାଙ୍କ:
05 SEP 2024 7:59AM by PIB Bhubaneswar
ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ କ୍ଲବ ଥ୍ରୋ ଏଫ୍୫୧ ଇଭେଣ୍ଟ୍ରେ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥଲେଟ୍ ଧରମ୍ବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;
“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ କ୍ଲବ୍ ଥ୍ରୋ ଏଫ୍୫୧ ଇଭେଣ୍ଟ୍ରେ ଭାରତର ସର୍ବପ୍ରଥମ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା ସହ ଅସାଧାରଣ ଆଥ୍ଲେଟ୍ ଧରମ୍ବୀର ଇତିହାସ ସୃଷ୍ଟି କରିଛନ୍ତି ! ତାଙ୍କର ଅବିସ୍ମରଣୀୟ ଉଦ୍ୟମ ଯୋଗୁଁ ସେ ଏହି ଅବିଶ୍ୱସନୀୟ ସଫଳତା ହାସଲ ହୋଇପାରିଛି । ଏହି କୀର୍ତ୍ତୀମାନ ଉପଲବ୍ଧି ଦ୍ୱାରା ଭାରତ ଖୁବ୍ ଆନନ୍ଦିତ ହୋଇଛି । #Cheer4Bharat”
SR