ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ହାଇ ଜମ୍ପ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
04 SEP 2024 10:31AM by PIB Bhubaneshwar
ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ ହାଇ ଜମ୍ପ୍ ଟି ୬୩ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପାରାଲିମ୍ପିକ୍ସର କ୍ରମାଗତ ତିନୋଟି ସଂସ୍କରଣରେ ବିଜୟ ଧାରା ବଜାୟ ରଖିଥିବାରୁ ଶ୍ରୀ ମୋଦୀ ତାଙ୍କର ଦକ୍ଷତା ଏବଂ ସ୍ଥିରତାକୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ପୁରୁଷ ହାଇ ଜମ୍ପ୍ ଟି୬୩ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାରିୟାପ୍ପାନ୍ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ! ପାରାଲିମ୍ପିକ୍ସର କ୍ରମାଗତ ତିନିଟି ସଂସ୍କରଣରେ ସେ ପଦକ ଜିତିଥିବାରୁ ପ୍ରଶଂସନୀୟ। ତାଙ୍କର ଦକ୍ଷତା, ସ୍ଥିରତା ଏବଂ ନିଷ୍ଠା ଅତୁଳନୀୟ ।#Cheer4Bharat ”
SR
(ରିଲିଜ ଆଡି: 2051737)
ପରିଦର୍ଶକ କାଉଣ୍ଟର : 89
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam