ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱର୍ଣ୍ଣ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ନିତେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

Posted On: 02 SEP 2024 8:16PM by PIB Bhubaneshwar

ଫ୍ରାନ୍ସରେ ଏବ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ପୁରୁଷ ବ୍ୟାଡମିଣ୍ଟନ ଏକକ ଏସଏଲ୩ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାରଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପାରାବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ୩ରେ ନିତେଶ କୁମାରଙ୍କ ଅଭୂତପୂର୍ବ କୃତିତ୍ୱ, ଯାହାକି ତାଙ୍କ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛି! ସେ ତାଙ୍କର ସର୍ମପଣଭାବନା  ଓ ଦକ୍ଷତା ପାଇଁ ପରିଚିତ । ଆଗାମୀ ଦିନର କ୍ରୀଡ଼ାବିତମାନଙ୍କୁ ସେ ଏହିପରି ଉତ୍ସାହିତ କରିଚାଲିଥାନ୍ତୁ ।

@niteshnk11

#Cheer4Bharat”

SR



(Release ID: 2051117) Visitor Counter : 27