ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୌପ୍ୟ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ତୁଳସୀମତୀ ମୁରୁଗେସନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 02 SEP 2024 9:16PM by PIB Bhubaneshwar

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ମହିଳା ବ୍ୟାଡମିଣ୍ଟନ ଏସୟୁ୫ କ୍ରୀଡ଼ାରେ ରୌପ୍ୟପଦକ ଜିତିଥିବାରୁ ତୁଳସୀମତୀ ମୁରୁଗେସନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପାରାଅଲିମ୍ପିକ୍ସ୨୦୨୪ #Paralympicsରେ ମହିଳା ବ୍ୟାଡମିଣ୍ଟନ ଏସ୍‌ୟୁ୫ରେ ରୌପ୍ୟ ପଦକ ବିଜୟୀ ହେବା ଗର୍ବର ମୁହୂର୍ତ୍ତ! ତାଙ୍କ ସଫଳତା ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ । କ୍ରୀଡ଼ା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ । ତାଙ୍କୁ ଅଭିନନ୍ଦନ ।

@Thulasimathi11

#Cheer4Bharat”

SR



(Release ID: 2051116) Visitor Counter : 23