ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ସୁଟର ମୋନା ଅଗ୍ରୱାଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2024 4:39PM by PIB Bhubaneswar

 

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଆର୍ ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍ ଏସ୍ଏଚ୍ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ମୋନା ଅଗ୍ରୱାଲ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଆର୍ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମୋନା ଅଗ୍ରୱାଲ୍ଙ୍କୁ ଅଭିନନ୍ଦନ !

ତାଙ୍କର ଉଲ୍ଲେଖନୀୟ ସଫଳତା ତାଙ୍କ ଉତ୍ସର୍ଗୀକୃତ ସମର୍ପଣ ଏବଂ ଉତ୍କର୍ଷତା ପାଇଁ ଉଦ୍ୟମକୁ ଦର୍ଶାଉଛି!

ମୋନା ପାଇଁ ଭାରତର ଗର୍ବିତ!

#Cheer4Bharat

 

SR


(ରିଲିଜ ଆଡି: 2050362) ପରିଦର୍ଶକ କାଉଣ୍ଟର : 90