ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ ଧନ ଯୋଜନାର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 AUG 2024 1:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ୧୦ ବର୍ଷ ପୂରଣ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ନାମୋ ଆପ୍‌ରେ ବିତ୍ତୀୟ ସମାବେଶନ କାର୍ଯ୍ୟକ୍ରମ ଉପରେ ଏକ କୁଇଜ୍ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଜନ ଧନ ଯୋଜନା ଉପରେ ନାମୋ ଆପ୍‌ରେ ଏକ ଆକର୍ଷଣୀୟ କୁଇଜ୍ ରହିଛି । ଏଥିରେ ଅଂଶଗ୍ରହଣ କରନ୍ତୁ ! #10YearsOfJanDhan”

 

SR     


(रिलीज़ आईडी: 2049384) आगंतुक पटल : 54
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Hindi_MP , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam