ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥିରେ ତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମେଦୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2024 10:10AM by PIB Bhubaneswar

 

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପୂଣ୍ୟତିଥିରେ ଅଟଳଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ।

ଦେଶ ଗଠନରେ ଅତୁଳନୀୟ ଅବଦାନ ପାଇଁ ଅଗଣିତ ଲୋକେ ତାଙ୍କୁ ସ୍ମରଣ କରୁଛନ୍ତି । ଆମ ଦେଶର ନାଗରିକମାନେ କିପରି ଉନ୍ନତମାନର ଜୀବନଧାରଣ କରିବେ ସେଥିପାଇଁ ଅଟଳଜୀ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କ ଲକ୍ଷ୍ୟ ହାସଲ କରିବାକୁ ଆମେ କାମ ଜାରି ରଖିବୁ ।

ଆଜି ସକାଳେ ‘ସଦୈବ ଅଟଳ’ରେ ତାଙ୍କୁ ଅନ୍ୟାନ୍ୟ andଅତିଥିମାନଙ୍କ ସହ ମିଶି ଶ୍ରଦ୍ଧାଞ୍ଜଳି ଜଣାଇଲି ।”

SR


(ରିଲିଜ ଆଡି: 2045835) ପରିଦର୍ଶକ କାଉଣ୍ଟର : 108